‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ସେଲ୍‌ଫି ପାଇଁ ହଟହଟା : ଅଟୋ-ଲକ୍‌ ଡୋର୍‌ରେ ଫଶିଗଲେ ବ୍ୟକ୍ତି

ପାଟନା : ଦେଶର ବିଭିନ୍ନ ସ୍ଥାନରେ ଏବେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବାରେ ଲାଗିଛି। ଏହି ଟ୍ରେନ୍‌ର ଚାହିଦା ରହିଥିବା ବେଳେ ଅନେକ ଲୋକ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭିତରେ ଓ ବାହାରେ ଫଟୋ ଉଠାଇବାରେ ଲାଗିଛନ୍ତି। ଏହି ଫଟୋ ଉଠାଇବା ‌ନିଶା ପାଇଁ ପାଟନାର ଜଣେ ବ୍ୟକ୍ତି ଏବେ ଅଡୁଆରେ ଫଶି ଯାଇଥିବା ଦେଖିବାକୁ ମିଳିଛି। ପାଟ୍‌ନାରେ ‘ବନ୍ଦେ ଭରତ ଏକ୍ସପ୍ରେସ’ ଟ୍ରେନରେ ଜଣେ ବ୍ୟକ୍ତି ସେଲଫି ନେବା … Continue reading ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ରେ ସେଲ୍‌ଫି ପାଇଁ ହଟହଟା : ଅଟୋ-ଲକ୍‌ ଡୋର୍‌ରେ ଫଶିଗଲେ ବ୍ୟକ୍ତି